ନନ୍ଦନକାନରେ ଏକ ଆଫିକୀୟ ସିଂହର ମୃତ୍ୟୁ

0

ଭୁବନେଶ୍ୱର: ଶୁକ୍ରବାର ନନ୍ଦନକାନରେ ଏକ ଆଫିକୀୟ ସିଂହର ମୃତ୍ୟୁ ଘଟିଛି । ୮ ବର୍ଷୀୟ ଆଫ୍ରିକୀୟ ପୁରୁଷ ସିଂହ ନନ୍ଦନକାନନ କିଛି ଦିନ ଧରି ଅସୁସ୍ଥ ଥିଲା। ଚିକିତ୍ସାଳୟରେ ଚିକିତ୍ସିତ ଥିବା ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ଏହି ସିଂହଟିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୩କୁ ହ୍ରାସ ପାଇଛି। ବର୍ତ୍ତମାନ ନନ୍ଦନକାନରେ ୬ଟି ପୁରୁଷ ସିଂହ ଓ ୭ଟି ମାଇ ସିଂହ ରହିଛନ୍ତି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସିଂହର ମୃତ୍ୟୁର କାରଣ ଜଣାପଡିବ ।

Leave A Reply