ପ୍ରମୋଦ ଭଗତଙ୍କୁ ସମ୍ମାନିତ କଲେ ପୂର୍ବତଟ ରେଳପଥ ଉପ ମହାପ୍ରବନ୍ଧକ

ପାରା ଅଲମ୍ପିକ୍ସ ଟୋକିଓ’୨୦ ସ୍ୱର୍ଣ୍ଣ ପଦକ ବିଜେତା ତଥା ପୂର୍ବ ତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା) ବ୍ୟାଡମିଣ୍ଟନ ଏକାଡେମୀର ଶଟଲର ପ୍ରମୋଦ ଭଗତଙ୍କୁ ଏକାଡେମୀର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥର ଉପ ମହାପ୍ରବନ୍ଧକ ତଥା ଇକୋର୍ସାର ସାଧାରଣ ସମ୍ପାଦକ ଶ୍ରୀ ଅଶୋକା ମିଶ୍ର ସମ୍ମାନିତ କରିଛନ୍ତି।

Comments are closed.