ପ୍ରଫୁଲ ଘଡାଇ ହେଲେ ବିଜେଡିର ଉପସଭାପତି

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡାଇଙ୍କୁ ବିଜୁ ଜନତା ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏହାବ୍ୟତୀତ ପ୍ରଫୁଲଙ୍କୁ ଖୋର୍ଦ୍ଧା, ଚିଲିକା ଓ ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଫୁଲଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ପ୍ରଫୁଲଙ୍କ ସମେତ ବିଜେଡିର ଅନ୍ୟ ନେତାଙ୍କୁ ବହୁ ପଦ ପଦବୀରେ ନିଯୁକ୍ତି ଦିଆଯାଇଛି ।

Comments are closed.