ଶେଷଯାତ୍ରାରେ ମହାରଥୀ ; ସଭିଁଙ୍କ ଚକ୍ଷୁରେ ଲୁହର ଧାର

ଭୁବନେଶ୍ୱର : ଜନ୍ମମାଟି ପିପିଲିରେ ପହଞ୍ଚିଛି ସାରିଛି ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ  ପାର୍ଥିବ ଶରୀର। ବିଜେଡ଼ି ପାର୍ଟି ଅଫିସରୁ ପିପିଲିରେ ପହଞ୍ଚିଛି ମହାରଥୀଙ୍କ  ପାର୍ଥିବ ଶରୀର। ଶୋଭାଯାତ୍ରା ପରେ ପ୍ରଥମେ ପିପିଲି ବାସଭବନ ଓ ପରେ ପିପିଲିସ୍ଥିତ ଫାର୍ମ ହାଉସକୁ ନିଆଯିବ  ପାର୍ଥିବ ଶରୀର। ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କ ବିୟୋଗରେ ସମଗ୍ର ମହଲରେ ଶୋକ ଛାୟା ଓ ଚକ୍ଷୁରେ ଭରିଯାଇଛି ଅଶ୍ରୁ।

Comments are closed.