ଡିସେମ୍ବର ୧୯ରେ ଭାରତ ଗସ୍ତରେ ଆସିବେ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଏଣ୍ଟୋନିଓ କୋଷ୍ଟା

ନୂଆଦିଲ୍ଲୀ : ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଏଣ୍ଟୋନିଓ କୋଷ୍ଟା ଡିସେମ୍ବର ୧୯(ଗୁରୁବାର)ରେ ଭାରତ ଗସ୍ତରେ ଆାସିବେ। ସେ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ସେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେଉଥିବା ଦ୍ବିତୀୟ ବୈଠକରେ ଭାଗ ନେବେ। ଏହାସହିତ ଶ୍ରୀ କୋଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉଭୟ ଦେଶକୁ ନେଇ ଆଲୋଚନା କରିବେ।

Comments are closed.