ଅଶ୍ଳୀଳ ଭିଡିଓ ସୁଟ୍ କରିବା ମହଙ୍ଗା ପଡ଼ିଲା; ଗିରଫ ହେଲେ ଅଭିନେତ୍ରୀ ପୁନମ୍ ପାଣ୍ଡେ

ନୂଆଦିଲ୍ଲୀ : ଗୋଆ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟ୍ କରିବା ମହଙ୍ଗା ପଡ଼ିଛି ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ।ଅଶ୍ଳୀଳ ଭିଡିଓ ସୁଟ୍ କରିବା ଏବଂ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପାଇଁ ତାଙ୍କୁ ପୁଲିସ ଗିରଫ କରିଛି।
Related Posts
ସୂଚନା ଅନୁସାରେ, ଅଭିନେତ୍ରୀ ପୁନମ ପାଣ୍ଡେ ଗୋଆ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟ୍ କରିବା ସହ ଏହାର କିଛି ଅଂଶ ନିଜ ଇନଷ୍ଟାଗ୍ରାମ ପେଜ୍ରେ ପୋଷ୍ଟ କରିଥିଲେ ।ଯାହାକୁ ନେଇ ପୁନମଙ୍କ ବିରୋଧରେ ଗୋଆ ଫରଓ୍ବାଡ୍ ପାର୍ଟିର ମହିଳା ମୋର୍ଚ୍ଚା ଥାନାରେ ଅଭିଯୋଗ କରିଥିଲା।ଏହାପରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
Comments are closed.