ବିଜେପିର ମିଶ୍ରଣ ପର୍ବ

0

ବାଲେଶ୍ୱର : ଖଇରା ବ୍ଲକ ପାତ୍ରପୁର ମେଲଣ ପଡ଼ିଆରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।  ପଦ୍ମଲୋଚନ ପଣ୍ଡା, ଶୁଭାଙ୍କର ମହାପାତ୍ର ବିଜେପିରେ ଯୋଗ ଦେଲେ । ପଦ୍ମଲୋଚନ ପଣ୍ଡା ବାଲେଶ୍ୱରର ଟାଣୁଆ ନେତା ଥିଲେ । ଗତ କିଛି ଦିନ ତଳେ କଂଗ୍ରେସରେ ଗୋଷ୍ଠୀକନ୍ଦଳ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଥିଲେ । ଗିରିଧାରୀ ଗମାଙ୍ଗଙ୍କ କ୍ୟାବିନେଟରେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ପଦ୍ମଲୋଚନ ପଣ୍ଡା । ଏହି  ମିଶ୍ରଣ ସଭାରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ, ମନମୋହନ ସାମଲ, ବିଷ୍ଣୁ ସେଠୀ, ଚଳଚ୍ଚିତ୍ର ଅଭିନେତା ମିହିର୍‍ ଦାସ  ଯୋଗ ଦେଇଥିଲେ।

Leave A Reply