ଆନ୍ଦୋଳନ ବେଳେ ଉତ୍ତେଜନା

0

ପୋଲସରା : ଗଞ୍ଜାମ ଜିଲା ପୋଲସରା ଠାରେ ବିଭିନ୍ନ ଦାବିରେ ବ୍ଲକ ଘେରାଉ କରୁଥିବା ସମୟରେ ପୁଲିସ ଓ ସିପିଆଇ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ମାନେ ବ୍ଲକ ଘେରାଉ କରୁଥିବା ସମୟରେ କର୍ମଚାରୀ ମାନେ ଭୟରେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା। ସିପିଆଇ ନେତାଙ୍କୁ ପୁଲିସ ଘଟଣା ସ୍ଥଳରୁ ଉଠାଇ ନେବାକୁ ଚେଷ୍ଟା କରୁଥିବା ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave A Reply