୨୧ଟି ପୋଲିସ୍‌ ଜିଲ୍ଲାରେ ୨୨୦ଟି ଥାନା ଓ ୬ଟି ଫାଣ୍ଡି ସୁଦୃଢ଼ ପାଇଁ ୯୦୫ ପଦବୀ ଅନୁମୋଦନ

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଉତ୍ତମ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଓ ଅପରାଧ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୋଲିସ୍‌ର ୯୦୫ଟି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟର ଥାନାଗୁଡ଼ିକର ବିନ୍ୟାସ କ୍ରମେ ୬ଟି ନୂଆ ଥାନା ସୃଷ୍ଟି କରାଯାଇଛି । ଏହି ସୁବ୍ୟବସ୍ଥା ଫଳରେ ରାଜ୍ୟରେ ୨୧ଟି ପୋଲିସ୍‌ ଜିଲ୍ଲାରେ ୨୨୦ଟି ଥାନା ଓ ୬ଟି ଫାଣ୍ଡି ସୁଦୃଢ଼ ହୋଇପାରିବ।

Comments are closed.