ଜୁଆଆଡ୍ଡାରେ ପୁଲିସ ଚଢଉ

0

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଅନନ୍ତନଗର ଏସବିଆଇ ଟ୍ରାଞ୍ଜିଟ୍‍ ହାଉସ ତଳେ ଏକ ଜୁଆ ଆଡ୍ଡା ଉପରେ ଏସପି ପିନାକି ମିଶ୍ରଙ୍କ ନେତୃତ୍ୱରେ ଚଢଉ କରାଯାଇଛି। ଏହି ଚଢଉରେ ପୁଲିସ ୧୦ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୪ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା, ୧୧ଟି ମୋବାଇଲ ଓ ୫ଟି ବାଇକ ଜବତ କରିଛି।

Leave A Reply