ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦଘାଟନ କରିବେ

ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟରେ ପହଞ୍ଚିଛନ୍ତି। ସେ ଦୁଇ ଦିନ ଗୁଜରାଟରେ ରହିବେ। ପ୍ରଧାନମନ୍ତ୍ରୀ ଗୁଜରାଟରେ ପହଞ୍ଚି ଗତକାଲି(ଗୁରୁବାର) ମୃତ୍ୟୁବରଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ନର୍ମଦା ଜିଲ୍ଲାର କେଭାଡିଆର ଜଙ୍ଗଲ ସଫାରି ନାମରେ ଜଣାଶୁଣା ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦଘାଟନ କରିବେ।

Comments
Loading...