ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦେଶ ପାଇଁ ଉତ୍ସର୍ଗିକୃତ ଥିଲା। ଯୁବକମାନଙ୍କୁ ନେଇ ଜାତିର ପ୍ରତିଷ୍ଠା ପାଇଁ ସେ କାର୍ଯ୍ୟ କରିଥିଲେ। ସେ ଦେଶ ପାଇଁ ଯାହା ସ୍ୱପ୍ନ ଦେଖିଥିଲେ, ଆସନ୍ତୁ ସମେସ୍ତ ଏକାଠି ହୋଇ ସେହି ସ୍ୱପ୍ନକୁ ସାକାର କରିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Comments are closed.