ବାଇଡେନ ଓ ସୁଗାଙ୍କ ସହ କଥାହେଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। କରୋନା ମହାମାରୀ ପାଇଁ ସୃଷ୍ଟି ହୋଇଥିବା ଆଞ୍ଚଳିକ ଓ ବିଶ୍ବ ସମସ୍ୟା ସମ୍ପର୍କରେ ସେମାନେ ଆଲୋଚନା କରିଛନ୍ତି। ସମସ୍ୟାର ମୁକାବିଲା ଦିଗରେ ସହଭାଗିତାର ପାଇଁ ଗୁରୁତ୍ବ ଦେଇଛନ୍ତି।

 

Comments are closed.