ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ପକ୍ଷରୁ ସଫଳତାର ସହ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୦୧ ଉତକ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଆମ ବୈଜ୍ଞାନିକମାନେ ବହୁ କଷ୍ଟ ସ୍ୱୀକାର କରି ଏହି ଅଭିଯାନକୁ ସଫଳ କରିଛନ୍ତି।


ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି,’ଆମେରିକା ଓ ଲୁକଜେମ୍ବର୍ଗର ୪ଟି ଲେଖାଏଁ ଏବଂ ଲିଥୁଆନିଆର ଗୋଟିଏ ଉପଗ୍ରହ ଉତକ୍ଷେପଣ କରି ଇସ୍ରୋ ସଫଳତାର ଅଧିକାରୀ ହୋଇପାରିଛି।

Comments are closed.