ମେ’ ୩୧ରେ ପିଏମ କିଶାନ ନିଧି ଅର୍ଥ

ନୂଆଦିଲ୍ଲୀ: ମେ’ ୩୧ ତାରିଖରେ ମିଳିବ ପିଏମ କିଷାନ କିଶାନ ସମ୍ମାନ ନିଧି। କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକାଦଶ କିସ୍ତିରେ ୨୧ହଜାର କୋଟି ପ୍ରଦାନ ନେଇ ପିଏମଓଙ୍କ ସୂଚନା ଦିଆଯାଇଛି।

Comments are closed.