ପ୍ରଧାନମନ୍ତ୍ରୀଙ୍କ ଆହ୍ବନକୁ ସଫଳ କରିବା ପାଇଁ ତିହିଡି ବଜାରରେ ଦୀପ ବିକ୍ରି 

ତିହିଡି ; ଭଦ୍ରକ ଜିଲ୍ଲା ଅଧିନ ତିହିଡି ବଜାରରେ ରବିବାର ମାଟି ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବନରେ ଆଜି ରାତି ୯ଟାରେ ଲୋକେ ସେମାନଙ୍କ ଗୃହ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିବେ। ଏହାକୁ ଦୃଷ୍ଟିରେ ରଖି କାରିଗରମାନେ ମାଟିର ଦୀପ ତିଆରି କରି ତିହିଡି ବଜାରରେ ବିକ୍ରୟ କରୁଛନ୍ତି। ଲୋକମାନେ ମଧ୍ୟ ତାହାକୁ ଆଗ୍ରହରେ କ୍ରୟ କରୁଛନ୍ତି।

 

Comments are closed.