ବଢ଼ିଲା +୨ ଫର୍ମ ପୂରଣ ଅବଧି

ଭୁବନେଶ୍ବର: ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ତଥା ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ଅବଧି ବଢ଼ାଇ ଦିଆଯାଇଛି। ଛାତ୍ରଛାତ୍ରୀମା​‌େ​ନ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୯ ଓ ୧୦ ତାରିଖ ଦିନ ମଧ୍ୟ ଯୁକ୍ତ ୨ ତଥା ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ। ୩୫୦ଟଙ୍କା ଫାଇନ୍‌ ସହ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ କରାଯାଇପାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.