ଟିଟିଲାଗଡରେ ପିଠା ଯୋଜନାକୁ ବିରୋଧ

0

ଟିଟିଲାଗଡ : ଟିଟିଲାଗଡକୁ ଜିଲା ମାନ୍ୟତା ଦାବି ନେଇ ଅନେକ ଦିନ ହେବ ଗଣଧାରଣା କରାଯାଇଛି। ୪୯ ଦିନ ହେଲା ଉପଖଣ୍ଡ ମୁଖ୍ୟାଳୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ବିରୋଧ କରାଯାଇଛି। ବିଜେପୁର, ଲୁଥୁରବନ୍ଧ, କତରକେଲା ଆଦି ଗ୍ରାମପଞ୍ଚାୟତ ଗୁଡିକରେ ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ବିରୋଧ କରିବା ଯୋଗୁଁ ଭୋଜିଭାତ ବାତିଲ କରାଯାଇଛି।  

Leave A Reply