ପିପିଳିଆ ବଜାରରେ ସଟଡାଉନକୁ ବେଖାତିର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ବଜାରର ଦୋକାନୀ ଏବଂ ସ୍ଥାନୀୟଲୋକମାନେ ସରକାରୀ ନିର୍ଦ୍ଦେଶକୁ ଖାତିର କରୁନାହାଁନ୍ତି । କେବଳ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ମାସର ସମସ୍ତ ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରିଛନ୍ତି। ଏଥିରେ କିଛି ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କିଛି ବ୍ୟବସାୟୀ ଏହାକୁ ପାଳନ କରୁଥିବା ବେଳେ ଅନ୍ଯ କିଛି ଦୋକାନୀ ଏହାକୁ ବିରୋଧ କରି ଦୋକାନ ଖୋଲିଛନ୍ତି । ଏନେଇ ସରପଞ୍ଚଙ୍କୁ ଜଣାଇବା ପରେ ଯିଏ ସଟଡାଉନ୍ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଦୋକାନ ଖୋଲିଛନ୍ତି ତାକୁ ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ ଗୋଲାପ ନାୟକ ସୂଚନା ଦେଇଛନ୍ତି ।

Comments are closed.