ରାସ୍ତା କଡରେ ପଡିରହିଛି ୧୪ଟି ୧୦୮ ଆମ୍ବୁଲାନ୍ସ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତା କଡରେ ୧୪ଟି ୧୦୮ ଆମ୍ବୁଲାନ୍ସ ପଡିରହିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ତେବେ ଏହି ଗାଡି ଗୁଡିକ ଦୀର୍ଘ ଦିନ ଧରି ଅଞ୍ଚଳ ହୋଇ ପଡିରହିବା ପରେ ଏଗୁଡିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରାପ୍‍ ଆକାରରେ ନିଲାମ କରାଯାଇଥିବା ଓ ଏହାକୁ ଜଣେ କବାଡିଆ କିଣିଥିବା ସୂଚନା ମିଳିଛି।

Comments are closed.