ପିପିଲିରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

0

ପିପିଲି : ପିପିଲି ବ୍ଲକର କସ୍ତୁରବା ଗାନ୍ଧୀ ମହିଳା ଡିଗ୍ରୀ କଲେଜ ପରିସରରେ ଶନିବାର ଅପରାହ୍ନରେ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ବ୍ଲକର ୨୫ଟି ପଞ୍ଚାୟତର ୨୮୬ ଟି ପ୍ରକଳ୍ପ ପାଇଁ ୬କୋଟି ୫୭ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ପିଡି ଡିଆରଡିଏ ଡଃ ଉଦ୍ଧବ ଚରଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply