ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

0

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ଓ ଉଜ୍ବଳା ଯୋଜନାରେ ଦୁର୍ନୀତି ଅଭିଯୋଗରେ ବିଜୁ ମହିଳା ଜନତା ଦଳ ପୁଣି ରାଜରାସ୍ତାକୁ ଓହ୍ଲାଇଛି । ଗୁରୁବାର ଆଇଓସିଏଲ କାର୍ଯ୍ୟାଳୟ ସମ୍ମୁଖଷର ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହ ଶହ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । କେନ୍ଦ୍ର ଓ ବିଜେପି ଦଳକୁ ସମାଲୋଚନା କରିବା ସହ ଗ୍ୟାସ ସିଲିଣ୍ଡର କଳାବଜାରି ହେଉଥିବା ନେଇ ବିଜୁ ମହିଳା ଜନତା ଦଳ ଅଭିଯୋଗ କରିଛି ।

Leave A Reply