ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୭ ହଜାର ୧୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ..

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୩୧୪ରେ ପହଞ୍ଚିଛି..

ଅପରେସନ କାବେରୀ’,ସୁଦାନରୁ ଫେରିଲେ ଆଉ ୧୩୫ ଭାରତୀୟ ନାଗରିକ..

ଏପର୍ଯ୍ୟନ୍ତ ଫେରିଲେଣି ୧୬୦୦ରୁ ଅଧିକ ଭାରତୀୟ ନାଗରିକ..

ଅନୁଗୁଳ : ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ, ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇ ଆକ୍ରମଣର ଶିକାର..

ବଢୁଛି ଡବ୍ଲ୍ୟୁଏଫ୍‌ଆଇର ସଭାପତି ବ୍ରିଜ୍‌ଭୂଷଣଙ୍କ ଅଡୁଆ .. ଧାରଣାରତ କୁସ୍ତି ଖେଳାଳିଙ୍କ ପ୍ରତି ବୃଦ୍ଧି ପାଉଛି ସମର୍ଥନ, କୁସ୍ତି ଖେଳାଳିଙ୍କୁ ଆଜି ଭେଟିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ(ଭଦ୍ରା)..

ଆଇପିଏଲ କ୍ରିକେଟ : ଆଜି ଦୁଇଟି ମ୍ୟାଚ, କଲକାତା ନାଇଟ୍ ରାଇଡର୍ସ-ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦରାବାଦ ମଧ୍ୟରେ ମୁକାବିଲା..

Comments are closed.