ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିନିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ପୌୀର ପରିଷଦର ଆମ୍ବପୋଡ଼ା ବିଦ୍ୟାଳୟ ପରିସରରେ ଆଜି ବିଜେଡ଼ି ଦଳର ରାଜ୍ୟ ସାଙ୍ଗଠନିକ ସାଂପଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିବ ଅବସରରେ କନ୍ଧମାଳ ଜିଲା ବିଜେଡ଼ି ଛାତ୍ର ସଂଗଠନ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ସୁନିଲ୍‍ ସେଠୀଙ୍କ ନେତୃତ୍ୱରେ ବରିଷ୍ଠ ବିଜେଡ଼ି ନେତା ଜଳନ୍ଧର ବେହେରା, ମିଥୁନ୍‍ ଦେହୁରୀ, ଅନୁପ କୁମାର, ବିଦ୍ୟାଧର ପ୍ରଧାନ, ରବୀନ୍ଦ୍ର ଷଡ଼ଙ୍ଗୀ, ବିରେନ୍ଦ୍ର କହଁର, ବିଷ୍ଣୁ ବେହେରା, ଦେବାଶିଷ୍‍ ବେହେରା, ଅନିଲ୍‍ ବେହେରା, ବିରଜା ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Comments are closed.