ଜଣେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ : କନ୍ଧମାଳ ପୁଲିସ ନିକଟରେ ବୁଧବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି। ଘୁମୁସର ଏରିଆ କମିଟି ବିଜିଏନ ଡିଭିଜନର ମହିଳା କ୍ୟାଡରର ଭାବେ କାର୍ଯ୍ୟ କରୁଥିଲେ। ସେ ୩ଟି ବଡ଼ ଧରଣର ମାଓ କାର୍ଯ୍ୟକଳାପରେ ସାମିଲଥିବା ଥିବା ସୂଚନା ମିଳିଛି ।