ଜେଲରେ ଗଣ୍ଡଗୋଳ ; ଜଣେ ମୃତ

0

ଫୁଲବାଣୀ : କନ୍ଦମାଳ ଜିଲା ଫୁଲବାଣୀ ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ଜେଲ ମଧ୍ୟରେ କିଛି ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ରବିବାର ଉକ୍ତବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply