ସହଜ ହେବ ଫାର୍ମାସୀ ଶିକ୍ଷା; ବଢ଼ିବ ୧୦% ଆସନ

ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆ ଦେଶରେ ଫାର୍ମାସୀ ଡ଼ିପ୍ଲୋମା ପାଠ୍ୟକ୍ରମରେ ୫୮୭୬ ଆସନ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନେଇଛି। ମୋଟ ଆସନର ଏହା ୧୦% ବୋଲି କୁହାଯାଉଛି । ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁ ମାତ୍ର ୫୪% ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ମାତ୍ର ଆସନ ବୃଦ୍ଧି ପରେ ପ୍ରବେଶିକା ଦେଇ ନ ଥିବା ଛାତ୍ରଛାତ୍ରୀମାନେ ସିଧାସଳଖ ନାମ ଲେଖାଇବାର ସୁଯୋଗ ପାଇ ପାରିବେ ।

Comments are closed.