କଟକରେ ପେଟ୍ରୋଲ ପମ୍ପ ନିକଟରେ  ଜଳିଗଲା ତେଲ ଟ୍ୟାଙ୍କର

0

କଟକ.- କଟକର ଲିଙ୍କ ରୋଡରେ ଥିବା ସନ୍ତୋଷ ପେଟ୍ରାଲ ପମ୍ପ ନିକଟରେ ଏକ ତେଲ ଟ୍ୟାଙ୍କର ଜଳିଯାଇଛି ।  ଏଥିରୁ ତେଲ ବାହର କରାଯାଇ ପମ୍ପରେ ରଖାଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ତେଲଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply