ପେରୁ-ବ୍ରାଜିଲ ସୀମାରେ ଭୂମିକମ୍ପ

0

ବ୍ରାସିଲିଆ : ପେରୁ-ବ୍ରାଜିଲ ସୀମାରେ ଶୁକ୍ରବାର ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ବୋଲି ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କହିଛି। ପେରୁ ପୂର୍ବାଞ୍ଚଳରେ ୬୦୯ କିମି ଗଭୀରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।

Leave A Reply