ଭାରତରେ ପ୍ରଥମ ଜନ୍ମିତ ପେଙ୍ଗୁଇନ୍‌ ମୃତ

0

ମୁମ୍ବଇ : ଭାରତରେ ତଥା ମୁମ୍ବଇର ବାଇକୁଲା ଚିଡିଆଖାନାରେ ପ୍ରଥମ କରି ଜନ୍ମ ହୋଇଥିବା ହମବୋଲ୍ଟ ପ୍ରଜାତିର ପେଙ୍ଗୁଇନ ଛୁଆଟି ଶୁକ୍ରବାର ମରିଯାଇଛି। ଦକ୍ଷିଣ ଆମେରିକୀୟ ପ୍ରଜାତିର ପେଙ୍ଗୁଇନଟି ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଜନ୍ମ ହୋଇଥିଲା। ତେବେ ଜନ୍ମ ସମୟରେ ପକ୍ଷୀଟି ଶରୀରରେ କେତେକ ବ୍ୟତିକ୍ରମ ଦେଖାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ବେ ପକ୍ଷୀଟିକୁ ବଞ୍ଚାଇବା କଷ୍ଟକର ହୋଇଥିଲା।

Comments
Loading...