ସ୍ବାସ୍ଥ୍ୟ ପକ୍ଷେ ହିତକର ଚିନାବାଦାମ

0

ପ୍ରତିଦିନ ସକାଳେ ବ୍ୟାୟାମ କରିବା ପରେ ଆମେ ଅନେକ ପ୍ରକାରର ଖାଦ୍ୟ ସେବନ କରିଥାଉ। କିନ୍ତୁ ବ୍ୟାୟାମ କରିବା ପରେ ୪ରୁ ୫ଟି ଚିନାବାଦାମ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ। ନିୟମିତ ଚିନାବାଦାମ ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହାସହ କ୍ୟାନ୍ସର ପରି ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ପ୍ରଚୁର ପରିମାଣରେ ଓମେଗା-୩ଫ୍ୟାଟି ଏସିଡ ରହିଛି। ଚିନାବାଦାମକୁ ଖାଇବା ଦ୍ବାରା କ୍ୟାନ୍ସରକୁ ପ୍ରାଥମିକ ଅବସ୍ଥାରୁ ରୋକିବାରେ ସାହାର୍ଯ୍ୟ କରିଥାଏ। କ୍ୟାନ୍ସରକୁ ରୋଗକୁ ପ୍ରତିରୋଧ କରିବା ପାଇଁ ଫ୍ୟାଟି ଏସିଡ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଏସିଡ କ୍ୟାନ୍ସରର କୋଷିକାଗୁଡିକ ନଷ୍ଟ କରିବା ସହ ଏହାକୁ ବୃଦ୍ଧି ହେବାକୁ ଦେଇନଥାଏ। ଏହାଦ୍ବାରା ଆସ୍ତେ ଆସ୍ତେ ଏକ ବର୍ଷରୁ ଦେଢ ବର୍ଷ ମଧ୍ୟରେ କ୍ୟାନ୍ସର ରୋଗରୁ ମୁକ୍ତି ମିଳିଥାଏ।

 

Leave A Reply