ଉତମ ନିଦ୍ରା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

୧- ନିୟମିତ ବ୍ୟାୟମ କରନ୍ତୁ। ଏହା ଦ୍ୱାରା ଉତମ ନିଦ ହୋଇଥାଏ।ମାତ୍ର ଶୋଇବା ପୂର୍ବରୁ ବ୍ୟାୟାମ କରନ୍ତୁ ନାହିଁ।
୨- ଶୟନ କକ୍ଷରେ ଶୋଇବା ସମୟରେ ବୃହତ ଆଲୋକର ବ୍ୟବହାର କରନ୍ତୁ ନାହିଁ। କିଛି ମାସ ଅନ୍ତରରେ ତକିଆ ପରିବର୍ତନ କରନ୍ତୁ।
୩- ଶୋଇବା ସମୟରେ ମନରେ ସକରାତ୍ମକ ଚିନ୍ତାଧାରା ଆଣନ୍ତୁ। ଏହାଦ୍ୱାରା ମସ୍ତିଷ୍କ ଶାନ୍ତ ରହିଥାଏ।
୪- ପ୍ରତିଦିନ ଏକ ନିୟମିତ ସମୟରେ ରାତିରେ ଶୁଅନ୍ତୁ ଓ ଉଠନ୍ତୁ।
୫- ଦିନରେ ଅଧିକ ସମୟ ଶୁଅନ୍ତୁ ନାହିଁ। ଶୋଇବା ପୂର୍ବରୁ ହାତ ଗୋଡ଼ ଓ ମୁହଁ ଭଲ ଭାବେ ଧୁଅନ୍ତୁ।

Comments are closed.