ପିସିଆର ଡ଼୍ରାଇଭରକୁ କରୋନା; ଥାନା ଫାଟକ ବନ୍ଦ

ଝାରସୁଗୁଡ଼ା ଥାନା ପିସିଆର ଚାଳକ କରୋନା ସଂକ୍ରମିତ ହେବା ପରେ । ଝାରସୁଗୁଡ଼ା ଥାନାର ଆଗ ପଛ ସବୁ ଫାଟକ ବନ୍ଦ କରି ଦିଆଯାଇଛି । ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ୱାବ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଥାନାରେ ଭିଡ କମ କରିବା ପାଇଁ ବହୁ ଆଗରୁ ହିଁ ଥାନାର ମୁଖ୍ୟ ଫାଟ କୁ ବନ୍ଦ କରିଦିଆଯାଇଥିଲା । କୌଣସି ଅଭିଯୋଗ ପାଇଁ ଲୋକେ ପଛପଟ ଫାଟକ ଦେଇ ଥାନା ଭିତରକୁ ଯାଉଥିଲେ ।

Comments
Loading...