ପିସିସି ସମ୍ପାଦକ ମଣ୍ଡଳୀରେ ଜ୍ଞାନ ପଟ୍ଟନାୟକ

0

ସୁଆଣ୍ଡୋ: ଅବିଭକ୍ତ ପୁରୀ ଜିଲା ଡେଲାଙ୍ଗ ଉଦୟପୁର ଗ୍ରାମର ଯୁବନେତା ଜ୍ଞାନ ପଟ୍ଟନାୟକ ରାଜ୍ୟ କଂଗ୍ରେସ ସମ୍ପାଦକ ମଣ୍ଡଳୀରେ ସ୍ଥାନ ପାଇଛନ୍ତି। ବିଗତ କିଛି ଦିନ ହେଲା ଜ୍ଞାନ ପଟ୍ଟନାୟକ ଯୁବ କଂଗ୍ରେସ ସମ୍ପାଦକ ଓ ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଥିଲେ। ବର୍ତ୍ତମାନ ସେ ପିସିସି ସଭ୍ୟ ଭାବେ ନିଯୁକ୍ତି ପାଇଥିବାର ଜଣାପଡିଛି।

Leave A Reply