ଲକ୍ଷାଧିକ ଟଙ୍କାର ବାଣ ଜବତ ; ୩ ଅଟକ

କଟକ : କଟକ ଜିଲା ଜଗତପୁର ଅଞ୍ଚଳର କେତେକ ସ୍ଥାନରେ ସୋମବାର ପୁଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ପଦ୍ମପୁର, ମହାଜନପୁର, ତ୍ରିଲୋଚନପୁରରେ କମିଶନରେଟ ପୁଲିସ ପକ୍ଷରୁ ଚଢାଉ କରାଯାଇଛି। ଲକ୍ଷାଧିକ ଟଙ୍କାର ବାଣ ଜବତ ହେବା ସହ ସମ୍ପୃକ୍ତ ଘଟଣାରେ ୩ ଜଣ ଅଟକ ରହିଛନ୍ତି। ଏହାସହ ଘଟଣାସ୍ଥଳରେ ଏସିପି,ଜଗତପୁର ଆଇଆଇସିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହିଛନ୍ତି ବୋଲି ସୂଚନା ମିଳିଛି।

 

Comments are closed.