ପୁଣି ଭାସିଗଲା ଆଉ ଏକ ଟ୍ରକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ନିକଟ ବୈତରଣୀ ପୋଲ ନିକଟ ମୟୁରଭଞ୍ଜ ସୀମାର ଏକ ଘୋଷରା ପୋଲ ଉପରେ କେନ୍ଦୁଝରକୁ ଫେରୁଥିବା ଏକ ଟ୍ରକ ବନ୍ୟା ସ୍ରୋତରେ ଓଲଟିପଡ଼ି ଭାସିଯାଇଛି । ସ୍ଥାନୀୟ ଲୋକ ବହୁ କଷ୍ଟରେ ଚାଳକକୁ ଗାଡି ଭିତରୁ ଉଦ୍ଧାର କରିଥିବା ବେଳେ କରଞ୍ଜିଆ ଦମକଳ ବାହିନୀ ଗୁରୁତର ଚାଳକକୁ ଉଦ୍ଧାର କରି କରଞ୍ଜିଆ ମେଡିକାଲକୁ ନେଇଛି ।

Comments are closed.