ପାଟଣା ବନାଞ୍ଚଳରେ ପୁଣି ଭାଲୁ ଆତଙ୍କ

ପାଟଣା  – କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା କ୍ଷେତ୍ର ମାଛଗଡ ଅଞ୍ଚଳ ରେ ପୁଣି ଭାଲୁ ଆତଙ୍କ ଦେଖା ଦେଇଛି। ବାଉଁଶନାଳି ଗାଁ ନିକଟରେ ଗୋଟିଏ ବଡ଼ ଭାଲୁ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଥିଲେ । ଗାଁ ନିକଟକୁ ଭାଲୁ ପଳାଇ ଆସିଥିବାରୁ ଲୋକେ ଭାଲୁକୁ ଟେକା ପଥର ମାରି ବିରକ୍ତି କରିବା ସହ ଭାଲୁ ଟି କୁ କମାରମରା ନିକଟରେ ନଦୀ ପାର କରାଇ ମୟୂରଭଞ୍ଜ ସୀମା ନୂଆପଡ଼ା ଜଙ୍ଗଲକୁ ଘଉଡାଇ ଦେଇଛନ୍ତି।

Comments are closed.