ଦୁର୍ଘଟଣା ମାମଲାରେ ଜ୍ବାଇଁ ଗିରଫ

ପାଟଣା: ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ କପାସପଡ଼ା ନିକଟରେ ଗତ ଶନିବାର ବାଇକରୁ ଖସି ମୁକ୍ତାପୁର ଗ୍ରାମର ଦ୍ରୌପଦୀ ମୁଣ୍ଡା (୪୫) ମୃତ୍ୟୁବରଣ କରିଥିଲେ। ଘଟଗାଁ ଥାନା ଏ.ଏସ. ଆଇ. ଘଟଣାର ତଦନ୍ତ କରୁଥବା ବେଳେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ମୃତ ମହିଳାଙ୍କ ନିଜ ଜ୍ବାଇଁ ସିତବିଞ୍ଜିର ଟୁନା ହେମ୍ବ୍ରମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏ.ଏସ.ଆଇ. ପାଣ୍ଡବ ଜୟପୁରିଆ ସୂଚନା ଦେଇଛନ୍ତି।

Comments are closed.