ଗୋଡ଼ିପୋଖରୀ ଗ୍ରାମରେ ନାମଯଜ୍ଞ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ ଗୋଡ଼ିପୋଖରୀ ଗ୍ରାମରେ ୨୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେଉଛି। ଏହି ନାମଯଜ୍ଞରେ ଜିଲ୍ଲା ଓ ଜିଲ୍ଲା ବାହାରର ୫ଟି ବଡ଼ ବଡ ନାମକରା ସଂକୀର୍ତ୍ତନ ମଣ୍ଡଳୀ ଅଖଣ୍ଡ ନାମ ସଙ୍କୀର୍ତ୍ତନ ପରିବେଷଣ କରୁଛନ୍ତି। ଗତକାଲି ପାଟଣା ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ନାଏକ ଦଳୀୟ ସମର୍ଥକଙ୍କ ସହ ଗୋଡ଼ିପୋଖରୀ ନାମଯଜ୍ଞକୁ ଯାଇ ଶ୍ରଦ୍ଧାଳୁମାନଙ୍କ ଗହଣରେ କିଛି ସମୟ ବିତାଇ ଥିଲେ।

Comments are closed.