ଧର୍ମପ୍ରାଣା ମହିଳାଙ୍କ ପରଲୋକ ; ଅଞ୍ଚଳରେ ଶୋକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ପୁରେନ୍ଦ୍ରପୁର ଗ୍ରାମର ଯୁବ ସାମ୍ବାଦିକ ବସନ୍ତ ମହାନ୍ତଙ୍କ ମାଆ ତଥା ଧର୍ମପରାୟଣା ମହିଳା ମନ୍ଦୋଦରୀ ମହାନ୍ତଙ୍କର ଆଜି ଭୋର ରୁ ୮୦ ବର୍ଷ ବୟସରେ ହୃଦଘାତରେ ପୁରେନ୍ଦ୍ରପୁର ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଖଗେଶ୍ବର ମହାନ୍ତ, ଶୈଳଚନ୍ଦ୍ର ମହାନ୍ତ, ଭୋଳାନାଥ ମହାନ୍ତ, ବସନ୍ତ ମହାନ୍ତ ଓ ଝିଅ ସିପ୍ରା ମହାନ୍ତ ଉପସ୍ଥିତ ରହିଥିଲେ । ଗ୍ରାମ ମଶାଣି ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏନେଇ ସ୍ବାମପାଟଣା ପ୍ରେସ କ୍ଲବ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Comments are closed.