ମଲିପଶି ଛକରେ ଆଦିତ୍ୟ ବାହିନୀ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମଲିପଶି ବଜାର ଅଞ୍ଚଳରେ ଆଦିତ୍ୟ ବାହିନୀ ଓ ଯାତ୍ରା ସମିତିର କର୍ମକର୍ତ୍ତାମାନଙ୍କ ଦ୍ଵାରା ମିଳିତ ଭାବେ ସ୍ୱଚ୍ଛ ଭାରତ ଅଭିଯାନ ଆଜି ଅନୁଷ୍ଠିତ ହୋଇଛି। ସମାଜସେବୀ ଅନାଦି ଚରଣ ମହାନ୍ତଙ୍କ ନେତୃତ୍ୱରେ ସଫେଇ ଅଭିଯାନରେ ଶିକ୍ଷକ ପାର୍ଥ ସାରଥୀ ବେଜ, ବୈରାଗୀ ଚରଣ ରଣା, ଯଦୁମଣି ରଣା, ଯତନ ରଣା, କାଠିଆ ନାଏକ, ଅଜୁ ରଣା, ରବି ରଣା, ଟୁକୁ ରଣା, ରସାନନ୍ଦ ନାଏକ, ଜଗଦୀଶ ରଣା, ଭାସକର ଦାସ, ନିରାକାର ଦାସ, ସନୁ ନାଏକ, ଦୁର୍ଯୋଧନ ନାଏକ, ବନମାଳୀ ଦେହୁରୀ, ମହେନ୍ଦ୍ର ମହାନ୍ତ, ଵାସୁ ଦାସ, ରବି ନାରାୟଣ ସିଂହ, ଶ୍ୟାମ ମହାନ୍ତ, ଭାଗବତ ରଣା, ରାଧାକାନ୍ତ ବେହେରା, ତରଣି ରଣା, ପରେଶ୍ ରଣା, ନିର ମହାନ୍ତ, ମଣ୍ଟୁ ବେହେରା, ସଞ୍ଜୟ ରଣା, ରାମ ନାଏକ, ବିରଞ୍ଚି ନାଏକ, ଫକୀର ନାଏକ, ଜ୍ୟୋତି ବେଜ, ରକ୍ଷାକର ବେଜ ଓ ଦିପୁ ରଣା ପ୍ରମୁଖ ଯୋଗ ଦେଇ ଜଗନ୍ନାଥ ମନ୍ଦିର ଅଞ୍ଚଳ ବଜାର ଅଞ୍ଚଳକୁ ସଫେଇ କରିଥିଲେ।

Comments are closed.