ପାଟକୁରା- ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ୱାଲ ଆଗରେ

ପାଟକୁରା – ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଆଗୁଆ ଅଛନ୍ତି । ସାବିତ୍ରୀ ଅଗ୍ରଓ୍ୱାଲ ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ୪୨,୦୩୭ ଖଣ୍ଡ ଭୋଟ ପାଇଥିବା ବେଳେ , ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ୩୦୨୪୬ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୧୦୭ ଖଣ୍ଡ ଭୋଟ ମିଳିଛି ।
ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ ୧୧୭୯୧ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି ।

ସାବିତ୍ରୀ ଅଗ୍ରଓ୍ୱାଲ ୪୨୦୩୭ ଖଣ୍ଡ ଭୋଟ
ବିଜୟ ମହାପାତ୍ର ୩୦୨୪୬ ଖଣ୍ଡ ଭୋଟ
ଜୟନ୍ତ ମହାନ୍ତି ୧୧୦୭

Comments are closed.