ପାଟକୁରାରେ ଆଗଉଛନ୍ତି ସାବିତ୍ରୀ ପଛଉଛନ୍ତି ବିଜୟ

ପାଟକୁରା .- ପାଟକୁରା ବିଧାନସଭା ନିର୍ବାଚନର ଭୋଟ ଗଣିତି ଜାରି ରହିଛି। ଏକାଦଶ ରାଉଣ୍ଡ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ୬୩,୭୮୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୪୯୦୬୦ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ଜୟନ୍ତ ମହାନ୍ତି ୧୬୯୩ ଖଣ୍ଡ ଭୋଟ ପାଇଛନ୍ତି ।

ସାବିତ୍ରୀ ଅଗ୍ରଓ୍ୱାଲ ୬୩,୭୮୭ ଖଣ୍ଡ ଭୋଟ
ବିଜୟ ମହାପାତ୍ର ୪୯୦୬୦ ଖଣ୍ଡ ଭୋଟ
ଜୟନ୍ତ ମହାନ୍ତି ୧୬୯୩

Comments are closed.