ପାରଳାଖେମୁଣ୍ଡି ବିଧାନସଭା ଭୋଟ; ୧୩ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ

କଟକ : ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନରେ ୧୩ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ପ୍ରାର୍ଥୀ କେ ନାରାୟଣ ରାଓ ଆଗୁଆ ଅଛନ୍ତି। କେ ନାରାୟଣ ରାଓ ସ୍ବାଧିନ ତିରୁପତି ପାଣିଗ୍ରାହିଙ୍କ ଠାରୁ ୪୧୭୫ଭୋଟରେ ଆଗୁଆ ରହିଛନ୍ତି।

 

Comments are closed.