ରୋଗୀଙ୍କୁ ଫଳ ବଣ୍ଟନ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଧବାର ରୋଗିଙ୍କୁ ଫଳ ବଣ୍ଟନ କରାଯାଇଛି। ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଶୋଇ ଉପସ୍ଥିତ ରହି ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିବା ସହ ଉତ୍ତମ ଚିକିତ୍ସା କରାଇବା ଲାଗି ପରାମର୍ଶ ଦେଇଥିଲେ। ସେ ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ। ଏହି ସମୟରେ ଡ଼ଃ ମନସ୍ମିତା ମହାନ୍ତି, ସୁଶାନ୍ତ ବେହେରା, ପୂର୍ଣଚନ୍ଦ୍ର ପାଢ଼ୀ, ସ୍ବପ୍ନଜିତ ପଟନାୟକ, ଗୌତମ ଅଗ୍ରୱାଲ, ଜନାର୍ଦନ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.