ପାଣିପାଗ ବିଭାଗ ପକ୍ଷରୁ ୧୪ଟି ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୪ଟି ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା ଜାରିଚରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା  ସୁନ୍ଦରଗଡ,କେନ୍ଦୁଝର,ଦେବଗଡ,ସମ୍ବଲପୁର,ଗଞ୍ଜାମ,ଗଜପତି,କନ୍ଧମାଳ,କଳାହାଣ୍ଡି,ନୂଆପଡା,ବଲାଙ୍ଗୀର,ଝାରସୁଗୁଡା,ନୟାଗଡ,ଖୋର୍ଦ୍ଧା ଏବଂ କଟକ। ଏହି ଜିଲ୍ଲା ଗୁଡିକର ଅଳ୍ପ କିଛି ସ୍ଥାନରେ ସଂନ୍ଧ୍ୟା ୭ଟା୩୦ ସୁଦ୍ଧା ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

Comments are closed.