ପଣ୍ଡିତ ଗୋଦାବରୀଶଙ୍କ ଜୟନ୍ତୀ ପାଳିତ

0

ସୁଆଣ୍ଡୋ : ଐତିହାସିକ ସତ୍ୟବାଦୀ ବକୁଳବନ ପରିସରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଜୟନ୍ତୀ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଣ୍ଡିତଜୀଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଧୂପ ଦୀପ ଅର୍ପଣ କରାଯାଇଥିଲା । ଗୋଦାବରୀଶଙ୍କ ଆତ୍ମଜୀବନୀ ଅର୍ଦ୍ଧ ଶତାଦ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ କେତେକ ବରିଷ୍ଠ ବ୍ୟକ୍ତି ପାଠ କରିଥିଲେ ।

Leave A Reply