ଦେଖନ୍ତୁ ଭିଡିଓ: ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଖାଲି ଆଖିରେ କେଉଁ ୪ ଗ୍ରହ ଦେଖିହେବ

ଭୁବନେଶ୍ବର: ଜାଣନ୍ତୁ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଖାଲି ଆଖିରେ କେଉଁ ୪ ଗ୍ରହ କେଉଁଠାରେ ଦେଖାଯିବ। ଉଲ୍‌କା ବର୍ଷା କେବେ ଓ କେଉଁଠାରେ ଦେଖାଯିବ। ନୀଳ ଜହ୍ନ କଣ ? ଏହା କେବେ ଦେଖାଯିବ। ଏହି ଘଟଣା ଗୁଡିକର ବିବରଣୀ ଓ ଆପଣ ମାନଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଉପନିର୍ଦ୍ଦେଶକ ଡ଼: ଶୁଭେନ୍ଦୁ ପଟ୍ଟନାୟକ।

Comments are closed.