ମାନସିକ ଅନଗ୍ରସରଙ୍କ ସଚେତନତା ପାଇଁ ପାଲା ପରିବେଷଣ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମାନସିକ ଅନଗ୍ରସରମାନଙ୍କ ସଚେତନତା ଉଦ୍ଦେଶ୍ୟରେ ବଡ଼ବେରେଣା ଗ୍ରାମପଂଚାୟତର କୋଲୁହାପାଟଣା ଏବଂ ବେଗୁନିଆ ନୂଆସlହିରେ ପାଲା ପରିବେଷଣ ଅନୁଷ୍ଠିତ ହୋଇଥିଲାl ମାନସିକ ରୋଗୀର ଚିହ୍ନ, ଲକ୍ଷଣ ଏବଂ କେଉଁଠାରେ ଯାଇ ସୁବିଧାରେ ଚିକିସ୍ଥିତ ହୋଇପାରିବ ତାହା ଏହି ପାଲା ମାଧ୍ୟମରେ ଅବଗତ କରାଯାଇଥିଲାl ବେଗୁନିଆ ବ୍ଲକ କଳା ସଂlସ୍କୃତିକ ସଂଘ ପକ୍ଷରୁ ଶ୍ୟାମ ସୁନ୍ଦର ତ୍ରିପାଠୀ ଏବଂ ତାଙ୍କର ସାଥୀ ଏହି ପାଲା ପରିବେଷଣ କରିଥିଲେl

Comments are closed.