ଶ୍ରୀମନ୍ଦିରରେ ୧୨୬ ପାକିସ୍ତାନୀ ହିନ୍ଦୁ

0

ପୁରୀ : ପାକିସ୍ତାନର କରାଚି ସହରରେ ବାସ କରୁଥିବା ୧୨୬ଜଣ ହିନ୍ଦୁ ଶୁକ୍ରବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଚକ୍ରତୀର୍ଥ ରୋଡର ଏକ ହଲିଡେ ହୋମ୍‍ରେ ସେମାନେ ଅବସ୍ଥାନ କରୁଛନ୍ତି। ଇସ୍କନ ଦୀକ୍ଷିତ ଏହି ହିନ୍ଦୁ ଧର୍ମାବଲମ୍ବୀ ରମେଶ କୁମାର ରବିଙ୍କ ନେତୃତ୍ୱରେ ପୁରୀ ଆସିଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରେ ସେମାନେ ଦେଶର ଅନ୍ୟ କେତେକ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

Leave A Reply